close


Copyright Warning – ApnaTube


Do not upload movies, web series, TV shows, or any copyrighted content without proper authorization. You are given 24 hours to remove any copyrighted material from your channel. If our team finds any copyrighted content after this period, your channel will be permanently terminated without further warning. Upload only original or authorized content.


ApnaTube Team | www.apnatube.in


اگلا

ସର୍କଲ୍ ଭିତରେ ୧ ଘଣ୍ଟା ଚ୍ୟାଲେଞ୍ଜ! ⭕️ ମୁଁ ପାରିବି କି ନାହିଁ?

1 مناظر· 04/03/26
Crazy vlog Xyz
Crazy vlog Xyz
7 سبسکرائبرز
7
میں

#circlechallenge #1hourchallenge #odiavlog #odiacomedy #odiayoutube #challengevideo #odiaentertainment #odiafunnyvideo #CircleSurvivalନମସ୍କାର ସାଙ୍ଗମାନେ! 🙏
ଆଜିର ଭିଡିଓ ବହୁତ ହିଁ ଖତରନାକ୍ ହେବାକୁ ଯାଉଛି। ମୁଁ ନିଜକୁ ଗୋଟେ ସର୍କଲ୍ (Circle) ଭିତରେ ପୁରା ୧ ଘଣ୍ଟା ପାଇଁ ବନ୍ଦ କରିଦେଇଛି। 😱 ନିୟମ ହେଉଛି, ଯଦି ମୋ ଗୋଡ଼ ଟିକେ ବି ବାହାରକୁ ଗଲା, ତେବେ ମୁଁ ଚ୍ୟାଲେଞ୍ଜ ହାରିଯିବି!
​ଏହି ୧ ଘଣ୍ଟା ଭିତରେ ମୁଁ କଣ କଣ କଲି? ମତେ ଭୋକ ଲାଗିଲା କି ନାହିଁ? ଆଉ ଘର ଲୋକ ମତେ କେମିତି ହଇରାଣ କଲେ, ସବୁ ଦେଖିବାକୁ ମିଳିବ ଏହି ଭିଡିଓରେ।
​ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଆଉ ଭଲ ଲାଗିଲେ Like, Share ଏବଂ Subscribe କରିବାକୁ ଜମା ବି ଭୁଲନ୍ତୁ ନାହିଁ!

مزید دکھائیں

 0 تبصرے sort   ترتیب دیں


اگلا