close

ApnaTube Android App ab available hai.
Videos dekhiye, points earn kijiye aur apna content upload kijiye. Download App: https://play.google.com/store/apps/details?id=com.apnatube.in

ସୁଖୀ ଗୃହସ୍ଥ ଜୀବନ

Aama classroom avatar   
Aama classroom
ସୁଖୀ ଗୃହସ୍ଥ ଜୀବନ

କର୍ମଫଳ ଶ୍ରୀକୃଷ୍ଣଙ୍କୁ ଅପର୍ଣ କରିବା

ପରବର୍ତ୍ତୀ ଶ୍ଳୋକଗୁଡିକରେ ଜୀବ କିପରିଭାବରେ ଶୁଦ୍ଧ ଭକ୍ତି ବା ଶୁଦ୍ଧ କୃଷ୍ଣଭାବନାମୃତ ଲାଭ କରିପାରେ , ଭଗବାନ ଶ୍ରୀକୃଷ୍ଣ ସେହି କଥା ବର୍ଣ୍ଣନା କରିଛନ୍ତି  କିନ୍ତୁ ଏହି ଶ୍ଳୋକରେ ସେ ବର୍ଣ୍ଣନା କରିଛନ୍ତି କିପରିଭାବରେ ମନୁଷ୍ୟ ଜଡ ପ୍ରକୃତିର ଗୁଣନୁସାରେ କର୍ମ କରି କର୍ମଫଳ ପରମପୁରୁଷୋତ୍ତମ ଭଗବାନଙ୍କୁ ସମର୍ପଣ ପୂର୍ବକ କେବଳ ତାର ବୃତ୍ତିମୂଳକ କର୍ମ ଯୁକ୍ତି ଥାଇ ଅନାୟାସରେ ପରମ ସିଦ୍ଧି ଲାଭ କରିପାରେ ଏହା ହିଁ ବର୍ଣ୍ଣାଶ୍ରମ ଧର୍ମ ଅଟେ

لم يتم العثور على تعليقات