Crazy vlog Xyz
|Iscritti
7
Ultimi video
#circlechallenge #1hourchallenge #odiavlog #odiacomedy #odiayoutube #challengevideo #odiaentertainment #odiafunnyvideo #CircleSurvivalନମସ୍କାର ସାଙ୍ଗମାନେ! 🙏
ଆଜିର ଭିଡିଓ ବହୁତ ହିଁ ଖତରନାକ୍ ହେବାକୁ ଯାଉଛି। ମୁଁ ନିଜକୁ ଗୋଟେ ସର୍କଲ୍ (Circle) ଭିତରେ ପୁରା ୧ ଘଣ୍ଟା ପାଇଁ ବନ୍ଦ କରିଦେଇଛି। 😱 ନିୟମ ହେଉଛି, ଯଦି ମୋ ଗୋଡ଼ ଟିକେ ବି ବାହାରକୁ ଗଲା, ତେବେ ମୁଁ ଚ୍ୟାଲେଞ୍ଜ ହାରିଯିବି!
ଏହି ୧ ଘଣ୍ଟା ଭିତରେ ମୁଁ କଣ କଣ କଲି? ମତେ ଭୋକ ଲାଗିଲା କି ନାହିଁ? ଆଉ ଘର ଲୋକ ମତେ କେମିତି ହଇରାଣ କଲେ, ସବୁ ଦେଖିବାକୁ ମିଳିବ ଏହି ଭିଡିଓରେ।
ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଆଉ ଭଲ ଲାଗିଲେ Like, Share ଏବଂ Subscribe କରିବାକୁ ଜମା ବି ଭୁଲନ୍ତୁ ନାହିଁ!
🆂🆄🅱🆂🅲🆁🅸🅱🅴 🅿🅻🅴🅰🆂🅴 🅳🅾🅽'🆃
li😎ke and comment on subscribe
Mostra di più
